Black Magic in Hospital: ହସପିଟାଲ ଭିତରେ ବ୍ଲାକ୍ ମ୍ୟାଜିକ୍, ମାଟି ତଳୁ ମିଳିଲା ମଣିଷ ହାଡ଼, ଚୁଟି ଓ କଳସ

ବର୍ତ୍ତମାନର ଟ୍ରଷ୍ଟିଙ୍କ କାର୍ଯ୍ୟାଳୟ ତଳେ ଖୋଳାଯିବା ପରେ ମଣିଷ ହାଡ଼, ଚୁଟି, ଚାଉଳ ଥିବା ଆଠଟି କଳସ ମିଳିଥିଲା। କେବଳ ସେତିକି ନୁହେଁ, ଗୁଣି ଗାରେଡ଼ିରେ ବ୍ୟବହୃତ ସାମଗ୍ରୀ ମଧ୍ୟ କାର୍ଯ୍ୟାଳୟ ତଳୁ ମିଳିଛି। ହସପିଟାଲରେ ଏଭଳି ଘଟଣା ସାମନାକୁ ଆସିବା ପରେ ଆତଙ୍କ ଖେଳି ଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ଏବଂ ଭିଡିଓଗ୍ରାଫି ମାଧ୍ୟମରେ ତଳ ମହଲା ଖୋଳାଯାଇଥିଲା।

Black Magic in Hospital: ହସପିଟାଲ ଭିତରେ ବ୍ଲାକ୍ ମ୍ୟାଜିକ୍, ମାଟି ତଳୁ ମିଳିଲା ମଣିଷ ହାଡ଼, ଚୁଟି ଓ କଳସ
Array