AI Techie Atul Subhash Death: ଗିରଫ ହେଲେ ଅତୁଲଙ୍କ ପତ୍ନୀ, ଉଠାଇ ଆଣିଲା ବେଙ୍ଗାଲୁରୁ ପୋଲିସ
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।