BMC Office Violence: ଜଗନ୍ନାଥଙ୍କ ଯୁକ୍ତି, ସବୁ ଆମ ପରିବାର, ପୋଲିସ ନେବ ଆକ୍ସନ

କେଉଁ କଥାକୁ ନେଇ ଏ ଘଟଣା ଘଟିଲା ବୋଲି ପଚରାଯିବାରୁ ସେ କହିଛନ୍ତି, ଖା ଭୁଞ୍ଜ୍ ଗିଳି କୁ ନେଇ ଏମିତି ଘଟିଛି ବୋଲି ଜଗନ୍ନାଥ କହିଛନ୍ତି । ତେବେ ଯାହା ଘଟିଛି ଘଟିଛି, ଆଗକୁ ଏମିତି ଆଉ ଘଟିବ ନାହିଁ, ତାହା ଉପରେ ତାଙ୍କ ପ୍ରତିକ୍ରିୟା ପଚରାଯାଇଥିଲା । ସେ କହିଥିଲେ, ଆଗକୁ କଣ ଘଟିବ ତାହା କହି ହେବ ନାହିଁ । କିଛି ବି ଗ୍ୟାରେଣ୍ଟି ଦେଇ ହେବନି ।

BMC Office Violence: ଜଗନ୍ନାଥଙ୍କ ଯୁକ୍ତି, ସବୁ ଆମ ପରିବାର, ପୋଲିସ ନେବ ଆକ୍ସନ
Array