BMCରେ ସୁରକ୍ଷା ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ: ମିଳିବ କି ନ୍ୟାୟ…
ଭୁବନେଶ୍ୱର,୨।୭:BMCରେ ସୁରକ୍ଷା ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବିଏମ୍ସି କାର୍ଯ୍ୟାଳୟରେ ସୁରକ୍ଷା ନେଇ ଆଲୋଚନା ହୋଇଛି। ଉକ୍ତ ବୈଠକରେ ମେୟର, ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ସୁରକ୍ଷା ଏଜେନ୍ସି , ସ୍ମାର୍ଟସିଟି ଅଧିକାରୀ ଉପସ୍ଥିତ ରହିଛନ୍ତି। ଅନ୍ୟପକ୍ଷେ BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ OAS ସଂଘ ପ୍ରତିବାଦ କରିଛନ୍ତି। ଅର୍ନିଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ବିଭିନ୍ନ ସ୍ଥାନରେ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। The post BMCରେ ସୁରକ୍ଷା ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ: ମିଳିବ କି ନ୍ୟାୟ… appeared first on Dharitri Odia News.
ଭୁବନେଶ୍ୱର,୨।୭:BMCରେ ସୁରକ୍ଷା ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ବିଏମ୍ସି କାର୍ଯ୍ୟାଳୟରେ ସୁରକ୍ଷା ନେଇ ଆଲୋଚନା ହୋଇଛି।
ଉକ୍ତ ବୈଠକରେ ମେୟର, ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ସୁରକ୍ଷା ଏଜେନ୍ସି , ସ୍ମାର୍ଟସିଟି ଅଧିକାରୀ ଉପସ୍ଥିତ ରହିଛନ୍ତି।
ଅନ୍ୟପକ୍ଷେ BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ OAS ସଂଘ ପ୍ରତିବାଦ କରିଛନ୍ତି। ଅର୍ନିଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ବିଭିନ୍ନ ସ୍ଥାନରେ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
The post BMCରେ ସୁରକ୍ଷା ନେଇ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ: ମିଳିବ କି ନ୍ୟାୟ… appeared first on Dharitri Odia News.