Bobby Das: OCA ସଭାପତି ପଦ ଛାଡିଲେ ବବି ଦାସ, ଅଚାନକ୍ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା

ଓସିଏ ସଭାପତି ପଦ ଛାଡ଼ିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଦୁଇ ବର୍ଷ ଦାୟିତ୍ୱ ସମ୍ଭାଳିବା ପରେ ଅପ୍ରତ୍ୟାଶିତ ଭାବରେ ପଦ ଛାଡ଼ିଛନ୍ତି ବିଜେଡିର ଏହି ଟାଣୁଆ ନେତା ।

Bobby Das: OCA ସଭାପତି ପଦ ଛାଡିଲେ ବବି ଦାସ, ଅଚାନକ୍ ଇସ୍ତଫାକୁ ନେଇ ବଢ଼ିଲା ଚର୍ଚ୍ଚା
Array