Bobby Deol: ହଲରେ ସୈୟାରା କ୍ରେଜ୍ , ତଥାପି ବକ୍ସ ଅଫିସରେ ବବିଙ୍କ ଦବଦବା

୩୦୦ କୋଟି ଟଙ୍କାର ବଜେଟରୁ ହରି ହର ବୀର ମଲ୍ଲୁ ଏବେ ବି ଦୂରରେ ଅଛି। ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ସୈୟାରା ନବମ ଦିନରେ ୨୬.୫ କୋଟି କଲେକ୍ସନ କରିଛି । ଯାହା ପରେ ଭାରତରେ ସୈୟାରାର କଲେକ୍ସନ ୨୧୭.୨୫ କୋଟି ଟଙ୍କା ହୋଇଛି।

Bobby Deol: ହଲରେ ସୈୟାରା କ୍ରେଜ୍ , ତଥାପି ବକ୍ସ ଅଫିସରେ ବବିଙ୍କ ଦବଦବା
Array