Bolangir Child Trafficking Case: ଦାଦନ ଖଟିବାକୁ ଯିବେ ବୋଲି ଶିଶୁକନ୍ୟାକୁ ସରକାରଙ୍କ ହାତରେ ଟେକି ଦେଲେ ଦମ୍ପତି

ଶାସନ ଅଛି କିନ୍ତୁ ପ୍ରଶାସନ ଢିଲା । ବ୍ୟବସ୍ଥା ଅଛି କିନ୍ତୁ ଅବସ୍ଥା ଖରାପ । ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ୱେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ ।

Bolangir Child Trafficking Case: ଦାଦନ ଖଟିବାକୁ ଯିବେ ବୋଲି ଶିଶୁକନ୍ୟାକୁ ସରକାରଙ୍କ ହାତରେ ଟେକି ଦେଲେ ଦମ୍ପତି
Array