Bomb Explosion: ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ବୋମାମାଡ଼, ୪ ଆହତ

ବିଚ୍ ରାସ୍ତାରେ ବୋମାମାଡ଼ କରି ଦୁବୃର୍ତ୍ତ ଫେରାର । କିଏ ଓ କେଉଁ କାରଣରୁ ଏପରି କଲା ଚାଲିଛି ଛାନଭିନ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Bomb Explosion: ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ବୋମାମାଡ଼, ୪ ଆହତ
Array