Border Tension Impact on Civilians: ‘ବାପା, ସତରେ କ’ଣ ମୁଁ ମରିଯିବି ’, କୁନି ଝିଅର ଏ ପ୍ରଶ୍ନର ଉତ୍ତର ଖୋଜୁଛି ଅସହାୟ ବାପା
କୁନି ଝିଅଟି ଆଖିରେ ଦେଖିଛି ଏ ଆକ୍ରମଣର ବିଭୀଷିକା । ଭୟରେ ଜିଦ୍ କରୁଛି ଶ୍ରୀନଗର ଫେରିଯିବା ପାଇଁ । କୁନି ମନକୁ ଘାରି ବସିଛି ମୃତ୍ୟୁର ଭୟ । ବାପାକୁ ପଚାରୁଛି ‘ବାପା, ସତରେ କ’ଣ ମୁଁ ମରିଯିବି ?’ କୁନି ଝିଅର ଅବୁଝା ମନକୁ କ’ଣ କହି ସାନ୍ତ୍ୱନା ଦେବେ ବାପା ? କେବଳ ଲୁହ ପୋଛି ଝିଅକୁ ଛାତିରେ ଚାପି ଧରୁଛନ୍ତି ।