Box Office Collection: ବକ୍ସଅଫିସର ସବୁ ରେକର୍ଡ ଭାଙ୍ଗିବ, ଟକ୍କର ଦେବେ ରଜନୀକାନ୍ତ

କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ ବିଦେଶରେ ବି ଭଲ ଓପନିଂ କରିବ ବୋଲି ଆଶା କରାଯାଉଛି। କୁହାଯାଉଛି ଗ୍ଲୋବାଲ ବକ୍ସ ଅଫିସରେ ପ୍ରଥମ ଦିନରେ ୧୭୫ କୋଟି କିମ୍ବା ତା’ଠାରୁ ଅଧିକ ରୋଜଗାର କରିବ।

Box Office Collection: ବକ୍ସଅଫିସର ସବୁ ରେକର୍ଡ ଭାଙ୍ଗିବ, ଟକ୍କର ଦେବେ ରଜନୀକାନ୍ତ
Array