BrahMos Supersonic Production in UP: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

ଯୁଦ୍ଧ ପାଇଁ ଭାରତରେ ଜନ୍ମ ନେବ ‘ବ୍ରହ୍ମୋସ୍’ । ବର୍ଷକୁ ତିଆରି ହେବ ୮୦ରୁ ୧୦୦ କ୍ଷପଣାସ୍ତ୍ର । ଶତ୍ରୁର ଛାତିକୁ ଭେଦ କରିବାକୁ ଭାରତ କଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍ ଉଦଘାଟନ । ଆତଙ୍କବାଦ ବିରୋଧରେ ‘ଅପରେସନ୍‌ ସିନ୍ଦୂର’ ଜାରି ରହିଛି । ଫଳରେ ପାକିସ୍ତାନ ସହିତ ଭାରତର ସାମରିକ ଉତ୍ତେଜନା ବୃଦ୍ଧି ପାଉଛି ।

BrahMos Supersonic Production in UP: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍
Array