Brazilian Journalist: ନିଖୋଜ ନେଇ ରିପୋର୍ଟିଂ କରୁଥିଲେ, ମୃତଦେହ ଉପରେ ପଡ଼ିଲା ଗୋଡ଼
ରୈସା ନଦୀରେ ନିଜ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେ ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମୃତଦେହ ମିଳିବା ପରେ ରୈସାଙ୍କ ସ୍କୁଲରେ ୩ ଦିନିଆ ଶୋକ ପାଳନ ପାଇଁ ଛୁଟି ଘୋଷଣା କରାଯାଇଥିଲା।