BREAKING NEWS: କାଜୁ ଜଙ୍ଗଲରେ ଶ୍ୱଶୁର, ବୋହୂଙ୍କୁ ନିର୍ମମ ଭାବେ ହତ୍ୟା

  ଓଡିଶା ଭାସ୍କର: ଖଲ୍ଲିକୋଟରେ ଡ଼ବଲ ମର୍ଡର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧୀନ ପାଳଧୂଆପଲ୍ଲୀ କାଜୁ ଜଙ୍ଗଲରେ ଏହି ଡ଼ବଲ ମର୍ଡର ହୋଇଥିବା ଜଣାପଡିଛି। ଏଥିରେ ଶ୍ୱଶୁର, ବୋହୂଙ୍କୁ କଟୁରିରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ତେବେ ସମ୍ପତ୍ତି ବିବାଦରୁ ବଡ଼ ଭାଇଙ୍କ ପୁଅ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଏହା ସହ ଅଭିଯୁକ୍ତ ଯୁବକକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି।