Breaking: ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ !
ଅନୁଗୁଳ: ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ। ଗତକାଲି ଠାରୁ ଘରୁ ନିଖୋଜ ଥିଲେ। ହେଲେ ଆଜି ସକାଳୁ ଡ୍ୟାମରେ ଯୁବକଙ୍କ ମୃତଦେହ ଡ୍ୟାମରେ ଭାଷୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ଘଟଣାଟି ହେଉଛି ଅନୁଗୁଳର। ଅନୁଗୁଳୁର ଡେରେଜାଙ୍ଗ ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ। କୁହାଯାଉଛି ଗତକାଲିଠାରୁ ଘରୁ ନିଖୋଜ ଥିଲେ ମୃତ ଯୁବକ। ସକାଳୁ ସକାଳୁ ଡ୍ୟାମରେ ଭାସୁଥିବାର ଦେଖିବାକୁ ପାଇଥିଲେ ଲୋକେ। ଯୁବକ ଜଣକ ଟାଇଁଶି ଗାଁରସ ବୋଲି […]

ଅନୁଗୁଳ: ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ। ଗତକାଲି ଠାରୁ ଘରୁ ନିଖୋଜ ଥିଲେ। ହେଲେ ଆଜି ସକାଳୁ ଡ୍ୟାମରେ ଯୁବକଙ୍କ ମୃତଦେହ ଡ୍ୟାମରେ ଭାଷୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ଘଟଣାଟି ହେଉଛି ଅନୁଗୁଳର। ଅନୁଗୁଳୁର ଡେରେଜାଙ୍ଗ ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ। କୁହାଯାଉଛି ଗତକାଲିଠାରୁ ଘରୁ ନିଖୋଜ ଥିଲେ ମୃତ ଯୁବକ।
ସକାଳୁ ସକାଳୁ ଡ୍ୟାମରେ ଭାସୁଥିବାର ଦେଖିବାକୁ ପାଇଥିଲେ ଲୋକେ। ଯୁବକ ଜଣକ ଟାଇଁଶି ଗାଁରସ ବୋଲି ସୂଚନା ମିଳିଛି। କୁହାଯାଉଛି ଡ୍ୟାମରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି। ହେଲେ ପ୍ରକୃତରେ ମୃତ୍ୟୁର କାରଣ ଜଣାପଡିନାହିଁ।