ନାଣ୍ଡୁ ବାବୁ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଯାତ୍ରା ଅଭିନେତ୍ରୀ
ନାଣ୍ଡୁ ବାବୁ ନାଁରେ ଯାତ୍ରୀ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀଙ୍କ ସାଂଘାତିକ ଅଭିଯୋଗ । କହିଲେ, ''ନାଣ୍ଡୁ ବାବୁ ମୋତେ କହିଲେ ତୁ ଯାତ୍ରା ନକରି ସେଠି ପାଲା ଚଲେଇଛୁ । ତୋତେ ବାଡ଼େଇଛନ୍ତି ଠିକ୍ କରିଛନ୍ତି । ତୋତେ ଲୋକ ଲଗେଇ ମାରିବି ତୋ ଗାଡ଼ି ଭାଙ୍ଗିବି, କମିଟି ଲୋକ ଲଗେଇ ତୋତେ ରେପ୍ କରିବି ।''