Breast Cancer Detection Device: ସ୍ତନ କର୍କଟ ଚିହ୍ନଟ କରିବ ବାୟୋ ସେନସର, NIT ରାଉରକେଲା ଛାତ୍ରଙ୍କ ଆବିଷ୍କାର
ରାଉରକେଲା NITର ଇଲେକଟ୍ରିକାଲ ଇଂଜିନିୟରିଂ ବିଭାଗ ପ୍ରସ୍ତୁତ କରିଛି ଏଭଳି ଏକ ବାୟୋ ସେନସର ଡିଭାଇସର ଡିଜାଇନ୍। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅନୁମୋଦନ ମିଳିସାରିଥିବା ବେଳେ ଖୁବଶୀଘ୍ର ଡିଭାଇସ୍ ବଜାରକୁ ଆସିବ।