Bride Kidnapped Before Wedding: ପାର୍ଲରରୁ ସଜ ହୋଇ ଫେରୁଥିଲେ...ବାଟରୁ କନିଆଙ୍କୁ କିଏ କଲା କିଡ୍‌ନାପ୍‌ ?

ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । କାଲି ପଡ଼ିଥାନ୍ତା ହାତଗଣ୍ଠି । ହେଲେ ବିବାହର ୨ ଦିନ ଆଗରୁ କନିଆ କିଡ୍‌ନାପ୍ । କେନ୍ଦୁଝର ଜିଲ୍ଲା ଘଷିପୁରା ଅଞ୍ଚଳରୁ ଆସିଛି ଏହି ଅଭିଯୋଗ ।

Bride Kidnapped Before Wedding: ପାର୍ଲରରୁ ସଜ ହୋଇ ଫେରୁଥିଲେ...ବାଟରୁ କନିଆଙ୍କୁ କିଏ କଲା କିଡ୍‌ନାପ୍‌ ?
Array