Brides Reject Marriage: ବେଦି ବଦଳରେ ଥାନାରେ ବସିଲା କନିଆଁ

ଧୁମ୍‌ଧାମ୍‌ରେ ବରଯାତ୍ରୀଙ୍କ ହେଲା ସ୍ୱାଗତ। ହେଲେ ବେଦିକୁ ଯିବା ପୂର୍ବରୁ ହେଲା ହାଇଡ୍ରାମ୍‌। ହଠାତ୍‌ କାର୍‌ ଡିମାଣ୍ଡ କଲେ ବର ବାପା। ବାଶ୍‌ ଏତିକି ଶୁଣିବା ପରେ ଆରମ୍ଭ ହୋଇଗଲା ମହାଭାରତ।

Brides Reject Marriage: ବେଦି ବଦଳରେ ଥାନାରେ ବସିଲା କନିଆଁ
Array