Bridge work halted: ଏଥର ପୁଣି ବୁଡିବ ମାଲକାନଗିରି!

ଏଥର ପୁଣି ବୁଡିବ ମାଲକାନଗିରି। ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ନିର୍ମାଣାଧୀନ ୫ଟି ହାଇଲେବେଲ ବ୍ରିଜ୍ କାମ ଅଧାରେ ରହିଥିବାରୁ ଏଭଳି ଭୟ ଘାରିଛି ଜିଲ୍ଲାବାସୀଙ୍କୁ।

Bridge work halted: ଏଥର ପୁଣି ବୁଡିବ ମାଲକାନଗିରି!
Array