Bus Accident in Khordha: ଭୁବନେଶ୍ୱରରୁ ଯାଉଥିବା ବସ୍‌ ଓଲଟିଲା, ଥିଲେ ୫୦ ଯାତ୍ରୀ

ଖୋର୍ଦ୍ଧାର ପିତାପଲ୍ଲୀ ଠାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଆସ୍କା ଯାଉଥିବା ବସ୍‌ ଓଲଟି ପଡିବାରୁ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ ।

Bus Accident in Khordha: ଭୁବନେଶ୍ୱରରୁ ଯାଉଥିବା ବସ୍‌ ଓଲଟିଲା, ଥିଲେ ୫୦ ଯାତ୍ରୀ
Array