Cabin Owners Protest: ଖୋର୍ଦ୍ଧା ହେବ କ୍ୟାବିନ ମୁକ୍ତ ସହର !! ପଦକ୍ଷେପକୁ ଜୋରଦାର ବିରୋଧ

ଗତ ୧୦ ତାରିଖରେ ୧୬୬ କ୍ୟାବିନ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଟିଏଲସି ଭେଣ୍ଡିଙ୍ଗ ଜୋନରେ ଥଇଥାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବ୍ୟବସାୟୀ ଓ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ ।

Cabin Owners Protest: ଖୋର୍ଦ୍ଧା ହେବ କ୍ୟାବିନ ମୁକ୍ତ ସହର !! ପଦକ୍ଷେପକୁ ଜୋରଦାର ବିରୋଧ
Array