Cannes Film Festival 2025: 'ହୋମ୍ବାଉଣ୍ଡ' ଓ 'ତନ୍ଭି ଦ ଗ୍ରେଟ୍'କୁ ନେଇ ଥିଲା ବହୁତ ଆଶା; ହେଲେ କିଛି ହେଲାନି
ସମାପନ ହୋଇଛି କାନ୍ସ ଫିଲ୍ମ ଫେଷ୍ଟିଭାଲ। ଭାରତକୁ ନିରାଶ ହେବାକୁ ପଡିଛି। ଭାରତୀୟ ନିର୍ଦ୍ଦେଶକ ନୀରଜ ଘେୱାନଙ୍କ 'ହୋମ୍ବାଉଣ୍ଡ' କାନ୍ସରେ ବହୁତ ପ୍ରଶଂସା ପାଇଥିଲା, ତେଣୁ ଦର୍ଶକମାନେ ଏହାକୁ ବହୁତ ଆଶା ରଖିଥିଲେ। ତେବେ କ’ଣ ହେଲା ଆସନ୍ତୁ ଜାଣିବା।