Career Tips: ମାଗଣାରେ କରନ୍ତୁ ୭ଟି AI କୋର୍ସ; ୧ ଘଣ୍ଟାରେ ମିଳିଯିବ ସାର୍ଟିଫିକେଟ୍
AI ପ୍ରତ୍ୟେକ ଶିଳ୍ପରେ ଦ୍ରୁତ ଗତିରେ ନିଜର ସ୍ଥାନ ସୃଷ୍ଟି କରୁଛି। ଏଠାରେ ଆମେ Google ଦ୍ୱାରା ପ୍ରଦାନ କରାଯାଉଥିବା ୭ଟି ମାଗଣା AI କୋର୍ସ ବିଷୟରେ ସୂଚନା ଦେଉଛୁ, ଯାହା ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ଜଣେ AI ବିଶେଷଜ୍ଞ କରିପାରିବ।