Cargo Ship: ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ

ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା । ଫଳରେ ଜାହାଜଟି ପୁରାପୁରି ନିଷ୍କ୍ରିୟ ହୋଇଯାଇଥିଲା । ଖରାପ ପାଣିପାଗ ଓ ଜାହାଜ ଭିତରେ ପାଣି ପଶିବା ଯୋଗୁଁ ସୋମବାର ଜାହାଜଟି ୫ହଜାର ମିଟର ଗଭୀର ପାଣିରେ ବୁଡିଯାଇଛି ।

Cargo Ship: ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ
Array