CBI ପଞ୍ଝାରେ ED ଡେପୁଟି ଡାଇରେକ୍ଟର
CBI_ପଞ୍ଝାରେ_ED_ଡେପୁଟି_ଡାଇରେକ୍ଟର ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଲାଞ୍ଚ ନେଇ ଧରାପଡ଼ିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା CBI ଟିମ୍। ୫୦ ଲକ୍ଷର ଡିଲ୍ ହୋଇଥିଲା, ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଖଣି ମାମଲା ରଫାଦଫା କରିବାକୁ ଲାଞ୍ଚ ନେଉଥିବା ସୂଚନା। ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା।