CBSE ପରୀକ୍ଷାଫଳ: ପାଟଣାରେ ଆଗୁଆ ଝିଅ, ପୁଷ୍ପିତା କହିଲେ ଭବିଷ୍ୟତରେ ବୈଜ୍ଞାନିକ ଲକ୍ଷ୍ୟ

ପାଟଣା,୧୪।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପୋଷିସ୍ଥିତ ଆଦର୍ଶ ବିଦ୍ୟାଳୟର ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ବିଦ୍ୟାଳୟର ଛାତ୍ରୀ ପୁଷ୍ପିତା ମହାକୁଡ଼ ସର୍ବାଧିକ ୯୪.୬ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀ ରଞ୍ଜନ ମହାକୁଡ଼ ଓ ମନୋରମା ପ୍ରଧାନଙ୍କ କନ୍ୟା। ଭବିଷ୍ୟତରେ ସେ ବୈଜ୍ଞାନିକ ହେବାର ରଲକ୍ଷ ରଖିଥିବା କହିଛନ୍ତି। ଦ୍ୱିିତୀୟ ସ୍ଥାନରେ ଜୟଶ୍ରୀ ଜୟସ୍ମିତା ଖଟୁଆ ୯୨.୮ ପ୍ରତିଶତ ନମ୍ବର ରଖିଥିବା ବେଳେ ତୃତୀୟ […] The post CBSE ପରୀକ୍ଷାଫଳ: ପାଟଣାରେ ଆଗୁଆ ଝିଅ, ପୁଷ୍ପିତା କହିଲେ ଭବିଷ୍ୟତରେ ବୈଜ୍ଞାନିକ ଲକ୍ଷ୍ୟ appeared first on Dharitri Odia News.

CBSE ପରୀକ୍ଷାଫଳ: ପାଟଣାରେ ଆଗୁଆ ଝିଅ, ପୁଷ୍ପିତା କହିଲେ ଭବିଷ୍ୟତରେ ବୈଜ୍ଞାନିକ ଲକ୍ଷ୍ୟ

ପାଟଣା,୧୪।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପୋଷିସ୍ଥିତ ଆଦର୍ଶ ବିଦ୍ୟାଳୟର ସିବିଏସଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ବିଦ୍ୟାଳୟର ଛାତ୍ରୀ ପୁଷ୍ପିତା ମହାକୁଡ଼ ସର୍ବାଧିକ ୯୪.୬ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀ ରଞ୍ଜନ ମହାକୁଡ଼ ଓ ମନୋରମା ପ୍ରଧାନଙ୍କ କନ୍ୟା। ଭବିଷ୍ୟତରେ ସେ ବୈଜ୍ଞାନିକ ହେବାର ରଲକ୍ଷ ରଖିଥିବା କହିଛନ୍ତି।
ଦ୍ୱିିତୀୟ ସ୍ଥାନରେ ଜୟଶ୍ରୀ ଜୟସ୍ମିତା ଖଟୁଆ ୯୨.୮ ପ୍ରତିଶତ ନମ୍ବର ରଖିଥିବା ବେଳେ ତୃତୀୟ ସ୍ଥାନରେ ସୋନାଲିକା ଗାରଡ଼ିଆ ୯୧.୪ପ୍ରତିଶତ ଓ ଚତୁର୍ଥ ସ୍ଥାନରେ ଗୁପ୍ତେଶ୍ୱରି ମହାନ୍ତ ୯୦.୨ପ୍ରତିଶତ ନମ୍ବର ରଖିଛନ୍ତି। ଚଳିତ ବର୍ଷ ଦଶମ ଶ୍ରେଣୀରେ ୬୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୨ଜଣ ପାଶ କରିଥିବା ବେଳେ ୧୪ଜଣ ଅକୃତକାର୍ଯ୍ୟ ହୋଇଥିବା ଅଧ୍ୟକ୍ଷ ଦେବ ଦତ୍ତ ସିଂ କହିଛନ୍ତି।

The post CBSE ପରୀକ୍ଷାଫଳ: ପାଟଣାରେ ଆଗୁଆ ଝିଅ, ପୁଷ୍ପିତା କହିଲେ ଭବିଷ୍ୟତରେ ବୈଜ୍ଞାନିକ ଲକ୍ଷ୍ୟ appeared first on Dharitri Odia News.