ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲା ‘ହର ଟିମ୍‌’, ମେଡିକାଲରେ କଲେ ଭର୍ତ୍ତି

ଭୁବେନଶ୍ୱର : କମିଶନେରଟ ପୋଲିସର ‘ହର ଟିମ୍‌’ ବଡଗଡ ଅଂଚଳରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାେର ଉଦ୍ଧାର କରିଛନ୍ତି । ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ଭୁବେନଶ୍ୱର ସୁନ୍ଦରପଦା କପିଳପ୍ରସାଦ ଉପରସାହିର ବୋଲି ଜଣାଯାଇଛି । ମହିଳା ଜଣଙ୍କ ସବର୍ସାଧାରଣ ସ୍ଥାନରେ ଅସେଚତନ ଅବସ୍ଥାେର ପଡି ରହିଥିବା ବେଳେ ଠିକ୍‌ ଭାବେ ଠିଆ ହୋଇ ପାରୁନଥିଲେ । ଏ ସମ୍ପକରେ ଖବର ପାଇ ‘ହର ଟିମ୍‌’ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ । ମେଡିକାଲରେ ଚିକିତ୍ସା ପରେ […] The post ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲା ‘ହର ଟିମ୍‌’, ମେଡିକାଲରେ କଲେ ଭର୍ତ୍ତି appeared first on KNews Odisha.

ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲା ‘ହର ଟିମ୍‌’, ମେଡିକାଲରେ କଲେ ଭର୍ତ୍ତି
Her team

ଭୁବେନଶ୍ୱର : କମିଶନେରଟ ପୋଲିସର ‘ହର ଟିମ୍‌’ ବଡଗଡ ଅଂଚଳରୁ ଜଣେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାେର ଉଦ୍ଧାର କରିଛନ୍ତି । ମହିଳା ଜଣଙ୍କ ଖୋର୍ଦ୍ଧା ଜିଲ୍ଲା ଭୁବେନଶ୍ୱର ସୁନ୍ଦରପଦା କପିଳପ୍ରସାଦ ଉପରସାହିର ବୋଲି ଜଣାଯାଇଛି । ମହିଳା ଜଣଙ୍କ ସବର୍ସାଧାରଣ ସ୍ଥାନରେ ଅସେଚତନ ଅବସ୍ଥାେର ପଡି ରହିଥିବା ବେଳେ ଠିକ୍‌ ଭାବେ ଠିଆ ହୋଇ ପାରୁନଥିଲେ ।

ଏ ସମ୍ପକରେ ଖବର ପାଇ ‘ହର ଟିମ୍‌’ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲେ । ମେଡିକାଲରେ ଚିକିତ୍ସା ପରେ ମହିଳା ଜଣକ ନିଜ ପୁଅର ନାମ ରାଜୁ ଶୁକ୍ଳା (୨୯) ଓ ସେ ଆମ୍ବୁଲାନ୍ସ ଡ୍ରାଇଭର ବୋଲି କହିବାକୁ ସକ୍ଷମ ହୋଇଥିଲେ । ପରେ ‘ହର ଟିମ’ ମହିଳାଙ୍କୁ ତାଙ୍କ ପୁଅଙ୍କ ଜିମା ଦେଇଥିଲେ । ‘ହର ଟିମ୍‌’ ର ଏପରି ପ୍ରୟାସକୁ ରାଜୁ ଶୁକ୍ଳା ପ୍ରଶଂସା କରିବା ସହ କମିଶନରେଟ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

 

 

The post ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲା ‘ହର ଟିମ୍‌’, ମେଡିକାଲରେ କଲେ ଭର୍ତ୍ତି appeared first on KNews Odisha.