Ceasefire Violation by Pakistan: ସୀମାନ୍ତ ରାଜ୍ୟରେ ଫେରୁଛି ଶାନ୍ତି
ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ନିଷ୍ପତ୍ତି ପରେ ରାତିରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ବାରମ୍ବାର ଗୁଳି ବର୍ଷଣ ଓ ଡ୍ରେ।ନ ଆକ୍ରମଣ କରିଥିଲା। ତେବେ ରାତିରେ ଆଉ ପାକିସ୍ତାନ ପଟୁ ଗୁଳିବର୍ଷଣ ହେ।ଇନାହିଁ କିମ୍ବା ଅସ୍ତ୍ରବିରତି ଉଲ୍ଲଂଘନ କରିନାହିଁ ପାକିସ୍ତାନ।