Challenge Before CM: ଜନ ପ୍ରତିନିଧି ଓ ଅଫିସରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ବଡ଼ ଚାଲେଞ୍ଜ, ମୋହନ ସରକାର କରିବେ କ'ଣ ?

ରାଜ୍ୟର ଓଏଏସ୍ ଅଫିସର୍ ସଂଘ ସମୂହ ଛୁଟି ନେଇ ରାଜ୍ୟ ଶାସନରେ ଏକ ଅଚଳ ଅବସ୍ଥା ସୃଷ୍ଟି କରିଥିଲେ । ଓଏଏସ୍ ସଂଘକୁ ସମର୍ଥନ କରି ରାଜସ୍ୱ ଅଫିସର୍ ସଂଘ ଏପରିକି ଇଂଜିନିୟରିଂ ସଂଘମାନେ ମଧ୍ୟ ସମର୍ଥନ ଜ୍ଞାପନ କରିଥିଲେ । ୩ ଦିନ ପରେ ଶେଷରେ ଦଳ ଓ ସରକାରଙ୍କର ପରାମର୍ଶ କ୍ରମେ ଶ୍ରୀ ପ୍ରଧାନ ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବା ପରେ ଏହି ଘଟଣାକୁ ନେଇ ରାଜ୍ୟରେ ସୃଷ୍ଟି ହୋଇଥିବା ଶାସନଗତ ସଂକଟ ଦୂର ହେଲା।

Challenge Before CM: ଜନ ପ୍ରତିନିଧି ଓ ଅଫିସରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ବଡ଼ ଚାଲେଞ୍ଜ, ମୋହନ ସରକାର କରିବେ କ'ଣ ?
Array