Chhangur Baba: ମୁସଲିମ୍ ଦେଶରୁ ଆସିଛି ୫୦୦ କୋଟିର ପାଣ୍ଠି, ଲଭ୍ ଜିହାଦ ହେଲେ ମିଳୁଥିଲା ପୁଳା ପୁଳା ଟଙ୍କା
ଉତ୍ତରପ୍ରଦେଶର ଆତ୍ମଘୋଷିତ ଧର୍ମଗୁରୁ ଜଲାଲୁଦ୍ଦିନ୍ ଓରଫ ଛାଙ୍ଗୁର ବାବା ଗତ ତିନି ବର୍ଷ ଧରି ମହିଳା ଓ ଯୁବତୀଙ୍କୁ ଧର୍ମାନ୍ତରୀକରଣ କରୁଥିଲେ । ୧ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଦେଉଥିଲେ ଟଙ୍କା । ମୁସଲିମ୍ ଦେଶରୁ ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପାଇଛନ୍ତି ଛାଙ୍ଗୁର ବାବା ।