ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା ତଥା ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କୁ ସାମାଜିକ ସେବା ସଂଗଠନ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ରବିବାର ସତ୍ୟନଗରସ୍ଥିତ ବ୍ଲାଇଣ୍ଡ ହଲ ଆସୋସିଏଶନ ପରିସରରେ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ସମାରୋହରେ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ମନୋଜ କୁମାର ଲେଙ୍କା, ଅତିରିକ୍ତ ଡିଜିପି ଅମିତାଭ ଠାକୁର, ସଞ୍ଜୟ କୁମାର ଜେନା, ବିଦ୍ୱାନ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର […] The post ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା appeared first on Dharitri Odia News.

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୬।୬(ଶର୍ମିଷ୍ଠା ପାଣିଗ୍ରାହୀ): ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା ତଥା ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କୁ ସାମାଜିକ ସେବା ସଂଗଠନ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି।

ରବିବାର ସତ୍ୟନଗରସ୍ଥିତ ବ୍ଲାଇଣ୍ଡ ହଲ ଆସୋସିଏଶନ ପରିସରରେ ଅନୁଷ୍ଠାନର ୨୭ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ସମାରୋହରେ ଫାଉଣ୍ଡେସନର ଅଧ୍ୟକ୍ଷ ଡ. ମନୋଜ କୁମାର ଲେଙ୍କା, ଅତିରିକ୍ତ ଡିଜିପି ଅମିତାଭ ଠାକୁର, ସଞ୍ଜୟ କୁମାର ଜେନା, ବିଦ୍ୱାନ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ।

The post ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା appeared first on Dharitri Odia News.