Chief Engineer Arrest: ଆଜି ନେଇଥାନ୍ତେ ଅବସର... ହାତରେ ଫୁଲତୋଡା ବଦଳରେ ପଡିଲା ହାତକଡ଼ି
ଆଜି ଅବସର ନେଇଥାନ୍ତେ କୁବେର ଯନ୍ତ୍ରୀ । ବିଦାୟକାଳୀନ ସମ୍ବର୍ଦ୍ଧନା ମିଳିଥାନ୍ତା, ହେଲେ ହାତରେ ଫୁଲତୋଡା ବଦଳରେ ହାତକଡ଼ି ପକାଇଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ବନ୍ଧା ହେଲେ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ।