Child abduction : ୫୦ ଘଣ୍ଟା ଭିତରେ ମାଆକୋଳକୁ ଫେରିଲା ଚୋରି ଶିଶୁପୁତ୍ର

ଦି ଦିନ ପରେ ମୁହଁରେ ହସ ଫୁଟିଛି । ବନ୍ଦ ହୋଇଛି ଆଖିରୁ ଅନବରତ ଝରୁଥିବା ଲୁହ। ଦେଖିନପାରିଲେ କ’ଣ ହେଲା, ସ୍ପର୍ଶ କରି ପୁଅକୁ ଅନୁଭବ କରିପାରୁଛି । କୁନି ପୁଅକୁ କୋଳରେ ପାଇ ଆତ୍ମହରା ମାଆ ।

Child abduction : ୫୦ ଘଣ୍ଟା ଭିତରେ ମାଆକୋଳକୁ ଫେରିଲା ଚୋରି ଶିଶୁପୁତ୍ର
Array