ସମୁଦ୍ର ସ୍ନାନ କରି ଭିଡିଓ ଶେୟାର କଲେ କୃତି ସାନନ୍; ଲୋକେ ଦେଖି ହୃଦୟ ଦେଲେ
ବଲିଉଡ୍ କ୍ୱିନ୍ କୃତି ସାନନ୍ ଆଜିକାଲି ତାଙ୍କ ପ୍ରେମ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ସେ ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଏପରି ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଆପଣ ତାଙ୍କର କିଲିଙ୍ଗ୍ ଲୁକ୍ ଦେଖିବା ପରେ ହୃଦୟ ଦେଇ ବସିବେ। ଏହି ଭିଡିଓରୁ ଲାଗୁଛି ସେ ସାଗର ସ୍ନାନ କରୁଛନ୍ତି। ଭିଡିଓରେ କୃତି ସାନନ୍ ଖୁବ୍ ଷ୍ଟାଇଲିସ୍ ଅବତାରରେ ନଜର ଆସିଛନ୍ତି।