Child Kidnapping: ପରକୀୟା ପ୍ରୀତି ପାଇଁ ହୋଇଥିଲା କି କେଶବଙ୍କୁ ଅପହରଣ ?
ପରକୀୟା ପ୍ରୀତି ପାଇଁ ହୋଇଛି କି ଶିଶୁ ଅପହରଣ ? ପ୍ରେମିକାକୁ ଖୁସି କରିବାକୁ ଯାଇ ଅଧା ରାତିରେ ଶିଶୁ ଅପହରଣ ? ଅପହରଣର ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ କେଦାରସନ କରିଥିଲା କି ରେକି ? ପ୍ରେମିକାର ନିର୍ଦ୍ଦେଶରେ କରିଥିଲା କି ଅପହରଣ ?