Sabitri's Penance and Devotion: ଜ୍ଞାନ ଓ ତପ ବଳରେ ମୃତ ସ୍ୱାମୀକୁ ଜୀବନ୍ୟାସ ଦେଇଥିବା ସତୀ ସାବିତ୍ରୀଙ୍କ କଥା
କ'ଣ କହି ଯମରାଜଙ୍କ ପାଖରୁ ମରିଯାଇଥିବା ନିଜ ସ୍ୱାମୀଙ୍କ ପ୍ରାଣକୁ ଫେରାଇଆଣିପାରିଲେ ସାବିତ୍ରୀ? ସତ୍ୟବାନଙ୍କ ପାଇଁ କ'ଣ ଥିଲା ମୃତ୍ୟୁ ଓ ମୃତ୍ୟୁଲୋକରୁ ଫେରି ଆସିବାର ଅନୁଭବ? ରାତି ପର୍ଯ୍ୟନ୍ତ ଆଶ୍ରମକୁ ଫେରି ନଥିବାରୁ କ'ଣ ଭାବୁଥିଲେ ସତ୍ୟବାନଙ୍କ ପିତାମାତା? ଯମଙ୍କ ବରଦାନ ପରେ କ'ଣ ହେଲା ଶେଷରେ? ମହାଭାରତ ଭିତରର ଏଇସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।