ରାଉରକେଲାରେ ଶୁଆ ରାକେଟ ଠାବ, ୭୨ ଶୁଆ ଜବତ, ୨ ଗିରଫ
ରାଉରକେଲା : ରାଉରକେଲାରେ ଶୁଆ ରାକେଟ ଠାବ । ବେଆଇନ ଚାଲାଣ ବେଳେ ମାଡିବସିଲା ବନବିଭାଗ। ୭୨ଟି ଜଙ୍ଗଲି ଶୁଆ ଜବତ ହୋଇଛି। ଏହାସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଧରାଯିବ ବୋଲି କହିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଜଙ୍ଗଲୀ ଶୁଆ କାରବାର ହେଉଥିବା ଖବରପାଇ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। […] The post ରାଉରକେଲାରେ ଶୁଆ ରାକେଟ ଠାବ, ୭୨ ଶୁଆ ଜବତ, ୨ ଗିରଫ appeared first on KNews Odisha.

ରାଉରକେଲା : ରାଉରକେଲାରେ ଶୁଆ ରାକେଟ ଠାବ । ବେଆଇନ ଚାଲାଣ ବେଳେ ମାଡିବସିଲା ବନବିଭାଗ। ୭୨ଟି ଜଙ୍ଗଲି ଶୁଆ ଜବତ ହୋଇଛି। ଏହାସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଧରାଯିବ ବୋଲି କହିଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଜଙ୍ଗଲୀ ଶୁଆ କାରବାର ହେଉଥିବା ଖବରପାଇ ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ଜଣେ ବ୍ୟବସାୟୀ ଓ ଜଣେ ନାବାଳକ ବାଇକରେ ୧୦ଟି ଶୁଆ ନେଇ ଯାଉଥିବାବେଳେ ଧରିଥିଲା ବନବିଭାଗ । ସେମାନଙ୍କୁ ପଚରାଉଚରା ପରେ ୭୨ଟି ଶୁଆ ଜବତ କରାଯାଇଥିଲା। ..
The post ରାଉରକେଲାରେ ଶୁଆ ରାକେଟ ଠାବ, ୭୨ ଶୁଆ ଜବତ, ୨ ଗିରଫ appeared first on KNews Odisha.