Chinese Woman: ପାର୍ଟିରେ ଦେଖାହେଲା, ପ୍ରେମ ହେଲା...ବୟସ ବ୍ୟବଧାନ କିନ୍ତୁ ୨୦ବର୍ଷ
୬ବର୍ଷ ତଳେ ସିଷ୍ଟର ଜିନ୍ ଭେଟିଥିଲେ ନିଜ ଲଭ ପାର୍ଟନରଙ୍କୁ । ସିଷ୍ଟର ଜିନଙ୍କ ପୁଅ କାଇକାଇ ତାଙ୍କର ୩ ଜଣ ସାଙ୍ଗଙ୍କ ପାଇଁ ନିଜ ଘରେ ଲୁନାର ନ୍ୟୁୟର ଡିନର ପାର୍ଟିର ଆୟୋଜନ କରିଥିଲେ। ଏହି ୩ ଜଣଙ୍କ ମଧ୍ୟରେ ଥିଲେ ଋଷର ଛାତ୍ର ଡେଫୁ।