Warmer Winter: ଲୁଚକାଳି ଖେଳୁଛି ଶୀତ; ଡିସେମ୍ୱରରେ ବି ଦେଖାନାହିଁ

କିଛି ଦିନର ଶୀତ ପରେ ରାଜ୍ୟରୁ ଶୀତ ଉଭାନ। କମ୍ୱଳ ଘୋଡ଼ାଇ ହେବା ସମୟରେ ଫ୍ୟାନ ଦରକାର ପଡୁଛି। ତେବେ ଆଜିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଶୀତ ସାମାନ୍ୟ କମିପାରେ।

Warmer Winter: ଲୁଚକାଳି ଖେଳୁଛି ଶୀତ; ଡିସେମ୍ୱରରେ ବି ଦେଖାନାହିଁ
Array