ମୋଦି କହିଲେ ଏମିତି ,ବନ୍ଦ ହେବ ପାକିସ୍ତାନ ନିଃଶ୍ବାସ

ସରିଲା ଆତଙ୍କବାଦୀ ଯୁଗ । ଏକା ସଙ୍ଗେ ବହିବନି ପାଣି ଆଉ ରକ୍ତ । ଅପରେସନ୍‌ ସିନ୍ଦୂରକୁ ନେଇ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୋଦି କହିଲେ ଏମିତି ,ବନ୍ଦ ହେବ ପାକିସ୍ତାନ ନିଃଶ୍ବାସ
Array