Cholera Outbreak: ହଇଜାକୁ ହାତଠାରି ଡାକୁଛି ଜୟପୁର; ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା!

ଚାରିଆଡ଼େ ଗଦାଗଦା ଅଳିଆ। ମୁଖ୍ୟରାସ୍ତାଠୁ ଗଳିକନ୍ଦି ପର୍ଯ୍ୟନ୍ତ, ଯୁଆଡ଼େ ଆଖି ବୁଲାଇବେ ସେୟାଡ଼େ ପଡିଛି କୁଢ଼କୁଢ଼ ମଇଳା ଆବର୍ଜନା। ଡ୍ରେନ ଅବସ୍ଥା ନକହିବା ଭଲ।

Cholera Outbreak: ହଇଜାକୁ ହାତଠାରି ଡାକୁଛି ଜୟପୁର; ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା!
Array