CJI Protocol Issue: CJI ହୋଇ ପ୍ରଥମ ଥର ନିଜ ରାଜ୍ୟକୁ ଗଲେ ଗବାଇ, ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ ଓ ଡିଜିପି

CJIଙ୍କ ମୁମ୍ବାଇ ଗସ୍ତବେଳେ ପ୍ରୋଟୋକଲ୍ ମାନିଲେନି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ । ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ କି ପୋଲିସ ଡିଜି । ଯାହାକୁ ନେଇ ‍କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗବାଇ । CJI ହେବା ପରେ ନିଜ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ।

CJI Protocol Issue: CJI ହୋଇ ପ୍ରଥମ ଥର ନିଜ ରାଜ୍ୟକୁ ଗଲେ ଗବାଇ, ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ ଓ ଡିଜିପି
Array