Cloudburst Rain: ବାଦଲଫଟା ବର୍ଷା ଯୋଗୁ ଫସି ରହିଥିଲେ ଗର୍ଭବତୀ ପ୍ରଫେସର, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଛାତ୍ରଛାତ୍ରୀ

ବାଦଲଫଟା ବର୍ଷା ଫଳରେ ସ୍ଥିତି ବେହାଲ ହୋଇଥିଲା । ଫସି ରହିଥିଲେ ପ୍ରାୟ ଦେଢ ଶହ ଲୋକ । ସେଥି ମଧ୍ୟରେ ଥିଲେ ଜଣେ ମହିଳା ପ୍ରଫେସର, ଯିଏକି ଗର୍ଭବତୀ ଥିଲେ । ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କରିଛନ୍ତି ଛାତ୍ରଛାତ୍ରୀ ।

Cloudburst Rain: ବାଦଲଫଟା ବର୍ଷା ଯୋଗୁ ଫସି ରହିଥିଲେ ଗର୍ଭବତୀ ପ୍ରଫେସର, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଛାତ୍ରଛାତ୍ରୀ
Array