Coastal Security: ଗାଁରେ ଛନକା, ଉପକୂଳରେ ଭୟ ବଢ଼ାଉଛି VHF; ଏସପି କହିଲେ ତଦନ୍ତ ପରେ ଆକ୍ସନ୍

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା ।

Coastal Security: ଗାଁରେ ଛନକା, ଉପକୂଳରେ ଭୟ ବଢ଼ାଉଛି VHF; ଏସପି କହିଲେ ତଦନ୍ତ ପରେ ଆକ୍ସନ୍
Array