Conflict over Jagannath Dham Hoarding: ମମତାଙ୍କ ନାଲିଆଖି: ପୁଣି ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ...
ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଛି ଜଗନ୍ନାଥ ଧାମ ଲେଖାଥିବା ବଡ଼ ହୋର୍ଡିଂ।