Congress Shashi Tharoor Controversy: ଶଶିଙ୍କୁ ନେଇ କଂଗ୍ରେସ ଦୁଇ ଫାଳ, ଜୟରାମ ରମେଶଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

ଦଳର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ୍ ମିଡିଆ ସାଇଟ୍ X ରେ ଲେଖିଛନ୍ତି କି, ଗତକାଲି କେନ୍ଦ୍ର ସରକାରଙ୍କୁ ୪ କଂଗ୍ରେସ ସାଂସଦଙ୍କ ନାଁ ପଠାଯାଇଥିଲା। ଯେଉଁମାନେ ହେଲେ ଆନନ୍ଦ ଶର୍ମା, ଗୌରବ ଗୋଗୋଇ, ସୟଦ୍ ନାସିର୍ ହୁସେନ୍ ଏବଂ ରାଜା ବ୍ରାର୍ ।

Congress Shashi Tharoor Controversy: ଶଶିଙ୍କୁ ନେଇ କଂଗ୍ରେସ ଦୁଇ ଫାଳ, ଜୟରାମ ରମେଶଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା
Array