Constable Arrested: ପୋଲିସ ସ୍ପେଶାଲ ସେଲରୁ ୫୧ ଲକ୍ଷ ଚୋରି, ହେଡ୍ କନଷ୍ଟେବଲ ହିଁ ଚୋର

ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରୁ ଚୋରି ହୋଇଛି । ନିଜେ ହେଡ୍ କନଷ୍ଟେବଲ କରିଛନ୍ତି ବଡ଼ ଧରଣର ଚୋରି । ଅଭିଯୁକ୍ତ ନିକଟରୁ ୫୧ ଲକ୍ଷ ଟଙ୍କା ସହ ବହୁ ମୂଲ୍ୟବାନ ଗହଣା ଜବତ ହୋଇଛି ।

Constable Arrested: ପୋଲିସ ସ୍ପେଶାଲ ସେଲରୁ ୫୧ ଲକ୍ଷ ଚୋରି, ହେଡ୍ କନଷ୍ଟେବଲ ହିଁ ଚୋର
Array