Corruption in China Military: ବିଶ୍ୱାସଘାତକ ବିଶ୍ୱସ୍ତ, ଦୁର୍ନୀତି ଓ ଭ୍ରଷ୍ଟାଚାରର ଚକ୍ରବ୍ୟୁହରେ ଅଣନିଶ୍ୱାସୀ ଜିନପିଙ୍ଗ
କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ କାହା ଉପରେ ପଡ଼ିବ, ସେଥିପାଇଁ ଥରହର ଦୁନୀତିଗ୍ରସ୍ତ ।