ଦିଲ୍ଲୀ ପରେ ରାଜକୋଟରେ ସମାନ ଘଟଣା, ଭୁଶୁଡିଲା ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ
ଗୁଜରାଟ ୨୯/୬: ନୂଆଦିଲ୍ଲୀ ପରେ ଗୁଜରାଟ ସ୍ଥିତ ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡି ପଡିଛି । ପ୍ରବଳ ବର୍ଷା ପରେ ଏପରି ଅଘଟଣ ଘଟିଛି । ଯାତ୍ରୀମାନେ ଯିବା ଆସିବା କରୁଥିବା ସମୟରେ ହଠାତ ଛାତଟି ଭୁଶୁଡି ପଡଥିଲା । ତେବେ ସୌଭାଗ୍ୟବଶତଃ ଛାତ ଭୁଶୁଡିବା ପରେ କେହି ମୃତାହତ ହୋଇନାହାନ୍ତି ।ରାଜକୋଟ ବିମାନବନ୍ଦରକୁ ଗତ ବର୍ଷ ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଥିଲେ । ଶୁକ୍ରବାର ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ସମାନ ଘଟଣା ଘଟିଥିଲା । ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୬ ଜଣ ଆହତ ହୋଇଥିଲେ ।
ଗୁଜରାଟ ୨୯/୬: ନୂଆଦିଲ୍ଲୀ ପରେ ଗୁଜରାଟ ସ୍ଥିତ ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡି ପଡିଛି । ପ୍ରବଳ ବର୍ଷା ପରେ ଏପରି ଅଘଟଣ ଘଟିଛି । ଯାତ୍ରୀମାନେ ଯିବା ଆସିବା କରୁଥିବା ସମୟରେ ହଠାତ ଛାତଟି ଭୁଶୁଡି ପଡଥିଲା । ତେବେ ସୌଭାଗ୍ୟବଶତଃ ଛାତ ଭୁଶୁଡିବା ପରେ କେହି ମୃତାହତ ହୋଇନାହାନ୍ତି ।
ରାଜକୋଟ ବିମାନବନ୍ଦରକୁ ଗତ ବର୍ଷ ଜୁଲାଇ ୨୭ରେ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିଥିଲେ । ଶୁକ୍ରବାର ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ସମାନ ଘଟଣା ଘଟିଥିଲା । ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୬ ଜଣ ଆହତ ହୋଇଥିଲେ ।