Couple Perishes Together: ବିଧିର ବିଧାନ ବଡ଼ ବିଚିତ୍ର; ମରଣ ବି ଅଲଗା କରିପାରିନି ସ୍ୱାମୀ-ସ୍ତ୍ରୀଙ୍କୁ
ମରଣ ବି ଅଲଗା କରିପାରିନି ସ୍ୱାମୀ ସ୍ତ୍ରୀଙ୍କୁ । ଗାଁ ମଶାଣୀରେ ପାଖାପାଖି ଜଳିଲା ଦୁଇ ଜୁଇ । ଗୋଟିଏରେ ସ୍ୱାମୀ ଆରଟିରେ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ ଆଉ ଶେଷରେ ସେହି ଅଗ୍ନିରେ ବିଲୀନ ହୋଇଗଲେ ।